By: raghunath Sahoo
Painting of Jagannath Temple ,Puri
Published on 18 April 2012 in Painting, Raghunath Sahoo
1 comments
painting of rural lifestyle
Published on in Painting, Raghunath Sahoo
By: Raghunath Sahoo
0 comments
Painting Of Goutam Buddha
Published on in Painting, Raghunath Sahoo
By: Raghunath Sahoo
0 comments
Beautiful Painting of a tribal woman
Published on in Painting, Raghunath Sahoo
0 comments
Painting Of Children By Raghunath Sahoo
Published on in Painting, Raghunath Sahoo
0 comments
Painting of a Tribal Woman of Odisha
Published on in Painting, Raghunath Sahoo
0 comments
Kabita
Published on 17 April 2012 in Julee Behera, odia kabita
2 comments
India and Pakisthan
Published on in Dr.Kulangar, odia kabita
0 comments
List of All Odia News papers and E Papers
Published on 11 April 2012 in Media, Odia News Paper
1 comments
କ୍ୟାନଭାସ (Canvas)
Published on 09 April 2012 in Julee Behera, odia kabita
କେଜାଣି ଆଙ୍କୁ ଆଙ୍କୁ କେମିତି ଆଙ୍କି ଦେଲି
ମୋ କ୍ୟାନଭାସ ଉପରେ...
ଅବିକଳ ତୁମ ପରି ଦିଶୁଥିବା ମୁହଁ ଟିଏ
ଏଥର ଥିଲା ରଙ୍ଗ ଦେବା ପାଳି
ଭାବିଲି ଭୁଲ ରେ ହଉ ପଛେ
ଆଙ୍କି ତ ସାରିଲିଣି
କିନ୍ତୁ ଭୁଲ ରେ ବି ଯେମିତି ନ ଭରି ଦିଏ
ତୁମ ପ୍ରତାରଣା ଭରା ହୃଦୟ ରେ,
ପୁଣି ଥରେ ପ୍ରତାରଣା ର ରଙ୍ଗ ଟିଏ
ସତରେ .....................
ମୋ କ୍ୟାନଭାସ ରେ ଥରେ ଛବି ଟେ ହେଲା ପରେ
ଏବେ ମୁଁ ସଜେଇ ପାରିବି ତୁମ କୁ ମୋ ମନ ମୁତାବକ
ଭରି ଦେବି,ତୁମ କୋଣେ ଅନୁକୋଣେ
ମୋ ପ୍ରେମ ର ଗୋଲାପି ରଙ୍ଗ
ଏମିତି ବାନ୍ଧି ରଖବି
ସମ୍ପର୍କ ର ସବୁଜିମା ଡୋର ରେ
ଆଉ ତୁମେ ଯାଇପାରିବନି
ମୋ ଭଲପାଇବାର ଗାଢ ନାଲି ବଳୟ ଭିତରୁ ମୁକୁଳି
ମୋ ରଙ୍ଗଭରା ଦୁନିଆ କୁ ଥରେ ଆସିଗଲା ପରେ
ଆଉ ତ ନାହଁ ତୁମେ ତୁମ ଅକ୍ତିଆରେ ଯେ
ଯେବେ ଇଚ୍ଛା ଚାଲି ଯିବ ମତେ ଏକା କରି
ଭାବୁଛି ..............................
ମୋ ମନ ଟା ବି ହେଇନଥାନ୍ତା କି ସାଧା କ୍ୟାନଭାସ ଟିଏ
ଥରେ ତୁମ ଛବି ଟେ ସେଠି ଆଙ୍କି ଦେଲା ପରେ
ନା ତୁମେ ବାହାରି ପାରିଥାନ୍ତ
ନା କେହି ନେଇପାରିଥାନ୍ତେ
ତୁମ କୁ ମୋ ପାଖରୁ ଛଡେଇ
କେବଳ ମୋର ଆଉ ମୋର ହୋଇ ରହି ଯାଇଥା'ନ୍ତ
ସରା ଜୀବନ ପାଇଁ
ସେଇ ମୋ ମନ କ୍ୟାନଭାସ.ର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ
12 comments
New Year Came
Published on 07 April 2012 in Dr.Kulangar, odia kabita
0 comments
Top 10 Odia Facebook Groups
Published on in Facebook, Jitendra Nayak
| Sl No | Group Name | Members | Admin | Remark |
| 1 | 38633 | 11 | This is an initiative by Odia Group - NuaOdisha Cultural Society to Promote Arts & Crafts, Culture, Tourism, Festivals, Recipe,News of our State Odisha. | |
| 2 | 33524 | 10 | This forum's objective is development of Odisha and raising a voice against the ignorance towards Odia people. Please post relevant topics related to Odisha / matter of (inter)national importance and discuss constructively. | |
| 3 | 27871 | 8 | This is a forum to reflect on everything Odisha can pride upon - from Her glorious cultural heritage to multifarious achievements of Odias today. | |
| 4 | 15328 | 2 | The number of administrators of this group should be increased. | |
| 5 | 10014 | 5 | THIS GROUP IS AN OPEN GROUP. ANYONE WHO LOVES SAMBALPUR ..WANTS TO KNOW ABOUT SAMBALPUR..CAN BE A MEMBER OF THIS GROUP. | |
| 6 | 9628 | 6 | The group should be given a username | |
| 7 | 7112 | 18 | Sambalpur First is a community which is development oriented and focused to Sambalpur. | |
| 8 | 7029 | 3 | This is the Official Group of Ollywood - Odia film Industry. | |
| 9 | 11364 | 15 | Share and promote the culture, tradition,dance,jatras,odia films ,nature, fairs and festival, arts and crafts, temples and monuments, wildlife, tourist destination, tribal heritage, waterfalls, lakes, beaches, cuisine of Odisha with rest of the world.We also work for development and welfare of odisha. | |
| 10 | 1685 | 5 | The members are very less but the initiative is highly recommendable. |
The number of members and admins are last updated on 23rd May 2012.The readers are requested to submit more odia Facebook groups.I will analyze them and enclose the top groups in the above list.
Article By : Jitendra Nayak
0 comments
Byangousadhi by Dr. Kulangar
Published on 06 April 2012 in Dr.Kulangar, Odia Books
0 comments
Eei Aama Prakruti
Published on 05 April 2012 in Dr.Kulangar, odia kabita
5 comments
ଦୂହିତା ର ସ୍ଵର (Voice Of A Girl)
Published on 03 April 2012 in Julee Behera, odia kabita, Oriya Poem
ମୋ ଦେହ ରେ ସଂସ୍କାର ତୋର
ଆଖିରେ ଲେସି ଦେଇଛୁ
ଲଜ୍ଜ୍ୟା ର କଜ୍ଜଳ
ମନ ଭରି କାନ ରେ କହିଦେଇଛୁ
କେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କର
ମୁଁ ଚାଲିଆସେ ତୋ ଅଗଣା ଡେଇଁ
ସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇ
ଡିଏଁ ନୂଆଁ ଗୋଟେ ଏରୁଣ୍ଡି ବନ୍ଧ
କାନିରେ ବନ୍ଧା ତୋ ଆଦର୍ଶ କୁ ନେଇ
ହେଲେ ଜାଣି ନଥାଏ
ମୋ ସହିତ ଚାଲିଆସିଥାଏ
ତୋ ବ୍ୟାକୁଳ ନୟନ ଦୁଇ
ମୋ ସିନ୍ଧୁକ ରେ ବନ୍ଦ ହୋଇ
ଝରିପଡେ ତୋ ଆଖିରୁ ଖୁସି ର ଅଶ୍ରୁ ସେଦିନ
ଯେବେ ତୁ ଦେଖିନେଉ ମୋ ଗଳା ରେ ଲମ୍ବିଛି
ସ୍ଵର୍ଣ ପଦକ ଟେ,ସର୍ବ ଗୁଣା ସମ୍ପୂର୍ଣା ର
ଦୀର୍ଘ ନିଃଶ୍ବାସ ଟେ ପରେ ବ୍ୟକ୍ତ କରୁ ତୁ
ମା ଭାବେ ଜୀବନ ଆଜି ସାର୍ଥକ ତୋର
ହେଲେ
,
ଯଦି ନ ମିଳେ ସେଇ ପଦକ ଟି.?
ତେବେ ......
ତେବେ,ଝରାଇବୁନି ଆଖିରୁ ଲୁହ
କରିବୁନି ମନ ଊଣା
ତୋ ସଂସ୍କାର ରେ ରହିଗଲା ଅଭାବ ଭାବି
ଭାବିନେବୁ....
..
ମୁଁ, ମୋ ଦେହ ର ମଳି କୁ ଧୋଉ ଧୋଉ
ଭୁଲ ରେ ଧୋଇ ଦେଇଆସିଛି
ତୋ ସଂସ୍କାର ସବୁ ସେଇ ଅଗଣା ରେ
ମୋ ହଳଦୀ ପାଣି ର ଗାଧୁଆ ବେଳେ.......
0 comments
Odisha Day(Utkal Divas)2012 Celebration New Delhi
Published on 01 April 2012 in odia Parba, Odisha Day, Utkal Divas




2 comments